or_tn/act/06/12.md

1.3 KiB

General Information:

“ସେମାନେ’ ଶବ୍ଦ ଗୁଡିକର ବ୍ୟବହାର ଅଧିକାଂଶ ସ୍ଥଳରେ ପ୍ରେରିତ ୬:୯ରେ ଉଲ୍ଲିଖିତ ମୁକ୍ତ ଲୋକ ମାନଙ୍କ ସମାଜ ଗୃହର ଲୋକମାନଙ୍କୁ ବୁଝାଏ I ମିଥ୍ୟା ସାକ୍ଷ୍ୟ ପାଇଁ ଓ ମହାସଭାକୁ ତଥା ପ୍ରାଚୀନ, ଶାସ୍ତ୍ରୀ ଓ ଅନ୍ୟମାନଙ୍କୁ ଉତ୍ତେଜିତ କରିବାପାଇଁ ସେମାନେ ଦାୟୀ ଥିଲେ I ଏଠାରେ “ଆମ୍ଭେମାନେ” ଶବ୍ଦଟି କେବଳ ସେମାନେ ମିଥ୍ୟା ସାକ୍ଷ୍ୟ ଦେବାକୁ ଆଣିଥିବା ମିଥ୍ୟା ସାକ୍ଷୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

stirred up the people, the elders, and the scribes

ସ୍ତିଫାନଙ୍କ ପ୍ରତି କ୍ରୋଧ କରିବାକୁ ଜଣସାଧାରଣଙ୍କୁ, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କଲେ

seized him

ତାହାଙ୍କୁ ଧରିଲେ ଓ ବାନ୍ଧିଲେ ଯେପରି ସେ ଖସିଯାଇ ପାରିବେ ନାହିଁ