or_tn/act/06/07.md

1.3 KiB
Raw Permalink Blame History

General Information:

ଏହି ପଦ ମଣ୍ଡଳୀ ବୃଦ୍ଧି ସମ୍ବନ୍ଧରେ ଏକ ତାଜା ସ୍ଥିତି ଦେଇଥାଏ I

word of God continued to spread

ଲେଖକ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ବିଷୟରେ କହୁଛନ୍ତି ସତେ ଯେପରି ଈଶ୍ବରଙ୍କ ବାକ୍ୟ ସ୍ବୟଂ ଏକ ବୃହତ୍ତର ଅଞ୍ଚଳରେ ବ୍ୟାପିଯାଇଥିଲା I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା” (ଦେଖ: rc://*/ta/man/translate/figs-metaphor)

became obedient to the faith

ନୂଆ ବିଶ୍ବାସର ଶିକ୍ଷା ଗ୍ରହଣ କଲେ

the faith

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରିବାର ବାର୍ତ୍ତା ଅବା ) ମଣ୍ଡଳୀର ଶିକ୍ଷା କିଅବା ୩) ଖ୍ରୀଷ୍ଟିୟ ଶିକ୍ଷା I