or_tn/act/06/07.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦ ମଣ୍ଡଳୀ ବୃଦ୍ଧି ସମ୍ବନ୍ଧରେ ଏକ ତାଜା ସ୍ଥିତି ଦେଇଥାଏ I
# word of God continued to spread
ଲେଖକ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ବିଷୟରେ କହୁଛନ୍ତି ସତେ ଯେପରି ଈଶ୍ବରଙ୍କ ବାକ୍ୟ ସ୍ବୟଂ ଏକ ବୃହତ୍ତର ଅଞ୍ଚଳରେ ବ୍ୟାପିଯାଇଥିଲା I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କରୁଥିବା ଲୋକମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା” (ଦେଖ: [[rc://*/ta/man/translate/figs-metaphor]])
# became obedient to the faith
ନୂଆ ବିଶ୍ବାସର ଶିକ୍ଷା ଗ୍ରହଣ କଲେ
# the faith
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରିବାର ବାର୍ତ୍ତା ଅବା ) ମଣ୍ଡଳୀର ଶିକ୍ଷା କିଅବା ୩) ଖ୍ରୀଷ୍ଟିୟ ଶିକ୍ଷା I