or_tn/act/06/03.md

1.0 KiB
Raw Permalink Blame History

men of good reputation, full of the Spirit and of wisdom

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସେହି ଲୋକମାନଙ୍କର ତିନୋଟି ଗୁଣ ଥିଲା ସୁଖ୍ୟାତି, ଆତ୍ମାରେ ପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା କିମ୍ବା ) ସେହି ଲୋକମାନଙ୍କର ଦୁଇଟି ବିଷୟରେ ସୁଖ୍ୟାତି ଅଛି ଆତ୍ମାରେ ପରିପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା

men of good reputation

ଲୋକମାନେ ଜାଣିଥିଲେ ଯେ ସେମାନେ ଉତ୍ତମ ଅବା “ଏପରି ଲୋକ ଯେଉଁମାନଙ୍କୁ ଲୋକମାନେ ଭରସା କରନ୍ତି

over this business

ଏହି କାର୍ଯ୍ୟ କରିବାପାଇଁ ଦାୟୀ ହେବା