# men of good reputation, full of the Spirit and of wisdom ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସେହି ଲୋକମାନଙ୍କର ତିନୋଟି ଗୁଣ ଥିଲା – ସୁଖ୍ୟାତି, ଆତ୍ମାରେ ପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା କିମ୍ବା ୨) ସେହି ଲୋକମାନଙ୍କର ଦୁଇଟି ବିଷୟରେ ସୁଖ୍ୟାତି ଅଛି – ଆତ୍ମାରେ ପରିପୂର୍ଣ୍ଣ ହୋଇଥିବା ଓ ଜ୍ଞାନରେ ପରିପୂର୍ଣ୍ଣ ହୋଇଥିବା # men of good reputation ଲୋକମାନେ ଜାଣିଥିଲେ ଯେ ସେମାନେ ଉତ୍ତମ ଅବା “ଏପରି ଲୋକ ଯେଉଁମାନଙ୍କୁ ଲୋକମାନେ ଭରସା କରନ୍ତି # over this business ଏହି କାର୍ଯ୍ୟ କରିବାପାଇଁ ଦାୟୀ ହେବା