or_tn/act/05/40.md

12 lines
1.1 KiB
Markdown

# General Information:
ଏଠାରେ ପ୍ରଥମ “ସେମାନେ” ଶବ୍ଦ ମହାସଭାର ସଭ୍ୟମାନଙ୍କୁ ବୁଝାଏ I ଅବଶିଷ୍ଟ “ସେମାନଙ୍କୁ”, “ସେମାନେ” ଶବ୍ଦଗୁଡ଼ିକ ପ୍ରେରିତମାନଙ୍କୁ ବୁଝାଏ I
# they called the apostles in and beat them
ମହାସଭାର ସଭ୍ୟମାନେ ମନ୍ଦିରର ପ୍ରହରୀମାନଙ୍କୁ ଏ ସମସ୍ତ ବିଷୟ କରିବାକୁ ଆଦେଶ ଦେଇପାରିଥାନ୍ତେ I (ଦେଖ: [[rc://*/ta/man/translate/figs-metonymy]])
# to speak in the name of Jesus
ଏଠାରେ “ନାମ” ଯୀଶୁଙ୍କର ଅଧିକାରକୁ ବୁଝାଏ I ଏଭଳି ଏକ ବାକ୍ୟାଂଶକୁ [ପ୍ରେରିତ ୪:୧୮](../04/18.md) ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଅଧିକାରରେ ଆଉ ନ କହିବାକୁ” (ଦେଖ: [[rc://*/ta/man/translate/figs-metonymy]])