or_tn/act/05/40.md

1.1 KiB

General Information:

ଏଠାରେ ପ୍ରଥମ “ସେମାନେ” ଶବ୍ଦ ମହାସଭାର ସଭ୍ୟମାନଙ୍କୁ ବୁଝାଏ I ଅବଶିଷ୍ଟ “ସେମାନଙ୍କୁ”, “ସେମାନେ” ଶବ୍ଦଗୁଡ଼ିକ ପ୍ରେରିତମାନଙ୍କୁ ବୁଝାଏ I

they called the apostles in and beat them

ମହାସଭାର ସଭ୍ୟମାନେ ମନ୍ଦିରର ପ୍ରହରୀମାନଙ୍କୁ ଏ ସମସ୍ତ ବିଷୟ କରିବାକୁ ଆଦେଶ ଦେଇପାରିଥାନ୍ତେ I (ଦେଖ: rc://*/ta/man/translate/figs-metonymy)

to speak in the name of Jesus

ଏଠାରେ “ନାମ” ଯୀଶୁଙ୍କର ଅଧିକାରକୁ ବୁଝାଏ I ଏଭଳି ଏକ ବାକ୍ୟାଂଶକୁ ପ୍ରେରିତ ୪:୧୮ ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଅଧିକାରରେ ଆଉ ନ କହିବାକୁ” (ଦେଖ: rc://*/ta/man/translate/figs-metonymy)