or_tn/act/05/37.md

12 lines
759 B
Markdown

# After this man
ଥିଉଦାର ପରେ
# in the days of the census
ଜନଗଣନା ସମୟରେ
# drew away some people after him
ଏହାର ଅର୍ଥ ଏହି ଯେ ରୋମୀୟ ସରକାରଙ୍କ ବିରୁଦ୍ଧରେ ତାହା ସହିତ ମିଶି ବିଦ୍ରୋହ କରିବାକୁ ସେ କେତେ ଲୋକଙ୍କୁ ମତାଇଥିଲା I ବିକଳ୍ପ ଅନୁବାଦ: “ଅନେକ ଲୋକଙ୍କୁ ଆପଣାର ଅନୁଗତ କରାଇଲା” କିଅବା “ଅନେକ ଲୋକଙ୍କୁ ବିଦ୍ରୋହରେ ତାହା ସହିତ ଯୋଗଦେବାପାଇଁ ମତାଇଲା” (ଦେଖ: [[rc://*/ta/man/translate/figs-idiom]])