or_tn/act/05/37.md

759 B

After this man

ଥିଉଦାର ପରେ

in the days of the census

ଜନଗଣନା ସମୟରେ

drew away some people after him

ଏହାର ଅର୍ଥ ଏହି ଯେ ରୋମୀୟ ସରକାରଙ୍କ ବିରୁଦ୍ଧରେ ତାହା ସହିତ ମିଶି ବିଦ୍ରୋହ କରିବାକୁ ସେ କେତେ ଲୋକଙ୍କୁ ମତାଇଥିଲା I ବିକଳ୍ପ ଅନୁବାଦ: “ଅନେକ ଲୋକଙ୍କୁ ଆପଣାର ଅନୁଗତ କରାଇଲା” କିଅବା “ଅନେକ ଲୋକଙ୍କୁ ବିଦ୍ରୋହରେ ତାହା ସହିତ ଯୋଗଦେବାପାଇଁ ମତାଇଲା” (ଦେଖ: rc://*/ta/man/translate/figs-idiom)