or_tn/act/05/28.md

1.9 KiB

in this name

ଏଠାରେ “ନାମ” ଶବ୍ଦଟି ଯୀଶୁଙ୍କୁ ବୁଝାଏ I ପ୍ରେରିତ ୪:୧୭ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି ଯୀଶୁଙ୍କ ବିଷୟରେ ଆଉ ନ କହିବାପାଇଁ” (ଦେଖ: rc://*/ta/man/translate/figs-metonymy)

you have filled Jerusalem with your teaching

ନଗରରେ ଅନେକ ଲୋକଙ୍କୁ ଶିକ୍ଷା ଦେବା ବିଷୟକୁ କୁହାଯାଉଛି ଯେ ସତେ ଯେପରି ସେମାନେ ଶିକ୍ଷାରେ ନଗରଟା ଯାକ ପରିପୂର୍ଣ୍ଣ କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତାହାଙ୍କ ବିଷୟରେ ଯିରୂଶାଲମରେ ଅନେକ ଲୋକଙ୍କୁ ଶିକ୍ଷା ଦେଇଅଛ” କିଅବା “ତୁମ୍ଭେମାନେ ସମଗ୍ର ଯିରୂଶାଲମରେ ତାହାଙ୍କ ବିଷୟରେ ଶିକ୍ଷା ଦେଇଅଛ” (ଦେଖ: rc://*/ta/man/translate/figs-metaphor)

desire to bring this man's blood upon us

ଏଠାରେ “ରକ୍ତ” ଶବ୍ଦଟି ମୃତ୍ୟୁର ଅନ୍ୟ ନାମ, ଓ କୌଣସି ବ୍ୟକ୍ତିର ରକ୍ତ ଲୋକମାନଙ୍କ ଉପରେ ବର୍ତ୍ତୁ କହିବାର ଅର୍ଥ ହେଉଛି ଯେ ସେମାନେ ସେହି ବ୍ୟକ୍ତିର ମୃତ୍ୟୁରେ ଦୋଷୀ ଅଟନ୍ତି I ବିକଳ୍ପ ଅନୁବାଦ: “ଏହି ଲୋକର ମୃତ୍ୟୁପାଇଁ ଆମ୍ଭମାନଙ୍କୁ ଦାୟୀ କରିବାକୁ ଇଚ୍ଛା କରୁଅଛ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])