or_tn/act/04/17.md

1.2 KiB

in order that it spreads no further

ଏଠାରେ “ଏହି” ଶବ୍ଦଟି ପିତର ଓ ଯୋହନ କରୁଥିବା କୌଣସି ଆଶ୍ଚର୍ଯ୍ୟ କର୍ମ ବା ଶିକ୍ଷାକୁ ବୁଝାଏ ଯାହା ସେମାନେ ଆଗାମୀ ସମୟରେ ମଧ୍ୟ କରି ପାରନ୍ତି I ବିକଳ୍ପ ଅନୁବାଦ: “ଏହି ଆଶ୍ଚର୍ଯ୍ୟ କର୍ମର ସମ୍ବାଦ ଯେପରି ଆହୁରି ବ୍ୟାପି ନ ଯାଏ” କିମ୍ବା “ଏହି ଆଶ୍ଚର୍ଯ୍ୟ କର୍ମ ସମ୍ବନ୍ଧରେ ଯେପରି ଆହୁରି ଅଧିକ ଲୋକ ନ ଶୁଣନ୍ତି” (ଦେଖ: rc://*/ta/man/translate/figs-explicit)

not to speak anymore to anyone in this name

ଏଠାରେ “ନାମ” ଶବ୍ଦଟି ଯୀଶୁଙ୍କ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି, ଯୀଶୁଙ୍କ ବିଷୟରେ ଆଉ କେବେ କାହାକୁ ନ କହିବାକୁ” (ଦେଖ: rc://*/ta/man/translate/figs-metonymy)