or_tn/act/05/26.md

12 lines
1.0 KiB
Markdown

# General Information:
ଏହି ଅଂଶରେ “ସେମାନେ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I “ଭୟ କରୁଥିଲେ ଯେ କାଳେ ଲୋକମାନେ ସେମାନଙ୍କୁ ପଥର ଫୋପାଡ଼ିବେ” ବାକ୍ୟାଂଶଟିରେ “ସେମାନଙ୍କୁ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I ଏହି ଅଂଶର ଅନ୍ୟ ସବୁ ସ୍ଥାନରେ “ସେମାନଙ୍କୁ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ସେନାପତି ଓ କର୍ମଚାରୀମାନେ ପ୍ରେରିତମାନଙ୍କୁ ଯିହୂଦୀମାନଙ୍କ ମହାସଭାକୁ ଆଣୁଛନ୍ତି I
# they feared
ସେମାନେ ଭୟଭୀତ ହେଲେ