or_tn/act/05/26.md

1.0 KiB

General Information:

ଏହି ଅଂଶରେ “ସେମାନେ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I “ଭୟ କରୁଥିଲେ ଯେ କାଳେ ଲୋକମାନେ ସେମାନଙ୍କୁ ପଥର ଫୋପାଡ଼ିବେ” ବାକ୍ୟାଂଶଟିରେ “ସେମାନଙ୍କୁ” ଶବ୍ଦଟି ସେନାପତି ଓ କର୍ମଚାରୀମାନଙ୍କୁ ବୁଝାଏ I ଏହି ଅଂଶର ଅନ୍ୟ ସବୁ ସ୍ଥାନରେ “ସେମାନଙ୍କୁ” ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ସେନାପତି ଓ କର୍ମଚାରୀମାନେ ପ୍ରେରିତମାନଙ୍କୁ ଯିହୂଦୀମାନଙ୍କ ମହାସଭାକୁ ଆଣୁଛନ୍ତି I

they feared

ସେମାନେ ଭୟଭୀତ ହେଲେ