or_tn/act/05/17.md

16 lines
1.6 KiB
Markdown

# Connecting Statement:
ଧର୍ମୀନେତାଗଣ ବିଶ୍ବାସୀମାନଙ୍କୁ ତାଡ଼ନା କରିବାକୁ ଆରମ୍ଭ କଲେ I
# But
ଏଠାରୁ ଏକ ପରସ୍ପର ବିରୋଧୀ ଘଟଣା ଆରମ୍ଭ ହୁଏ I ଏକ ପରସ୍ପର ବିରୋଧୀ ଘଟଣାକୁ ତୁମ ଭାଷାରେ କିପରି ଉପସ୍ଥାପନ କରାଯାଇଥାଏ ତଦନୁସାରେ ତୁମେ ଏହାକୁ ଅନୁବାଦ କରିପାର I
# the high priest rose up
ଏଠାରେ “ଉଠିଲେ” ଶବ୍ଦଟିର ଅର୍ଥ ହେଉଛି ଯେ ମହାଯାଜକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନେଲେ, ଏହା ନୁହେଁ ଯେ ସେ ବସିଥିବା ସ୍ଥାନରୁ ଉଠି ଠିଆହେଲେ I ବିକଳ୍ପ ଅନୁବାଦ: “ମହାଯାଜକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ” (ଦେଖ: [[rc://*/ta/man/translate/figs-idiom]])
# they were filled with jealousy
ଗୁଣବାଚକ ବିଶେଷ୍ୟ “ଈର୍ଷା”କୁ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ସେମାନେ ବହୁତ ଈର୍ଷାନ୍ବିତ ହେଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-abstractnouns]])