or_tn/act/05/17.md

1.6 KiB

Connecting Statement:

ଧର୍ମୀନେତାଗଣ ବିଶ୍ବାସୀମାନଙ୍କୁ ତାଡ଼ନା କରିବାକୁ ଆରମ୍ଭ କଲେ I

But

ଏଠାରୁ ଏକ ପରସ୍ପର ବିରୋଧୀ ଘଟଣା ଆରମ୍ଭ ହୁଏ I ଏକ ପରସ୍ପର ବିରୋଧୀ ଘଟଣାକୁ ତୁମ ଭାଷାରେ କିପରି ଉପସ୍ଥାପନ କରାଯାଇଥାଏ ତଦନୁସାରେ ତୁମେ ଏହାକୁ ଅନୁବାଦ କରିପାର I

the high priest rose up

ଏଠାରେ “ଉଠିଲେ” ଶବ୍ଦଟିର ଅର୍ଥ ହେଉଛି ଯେ ମହାଯାଜକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନେଲେ, ଏହା ନୁହେଁ ଯେ ସେ ବସିଥିବା ସ୍ଥାନରୁ ଉଠି ଠିଆହେଲେ I ବିକଳ୍ପ ଅନୁବାଦ: “ମହାଯାଜକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ” (ଦେଖ: rc://*/ta/man/translate/figs-idiom)

they were filled with jealousy

ଗୁଣବାଚକ ବିଶେଷ୍ୟ “ଈର୍ଷା”କୁ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ସେମାନେ ବହୁତ ଈର୍ଷାନ୍ବିତ ହେଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-abstractnouns]])