or_tn/act/05/09.md

24 lines
1.8 KiB
Markdown

# General Information:
ଏଠାରେ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଓ ଉଭୟ ହନନିୟ ଏବଂ ଶଫୀରାଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ଏହା ହନନିୟ ଓ ଶଫୀରା ବିଷୟରେ ଲେଖାଯାଇଥିବା ଆଂଶିକ ଘଟଣାର ସମାପ୍ତି ଅଟେ I
# How is it that you have agreed together to test the Spirit of the Lord?
ପିତର ଶଫୀରାଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମାଙ୍କୁ ପରୀକ୍ଷା କରିବାପାଇଁ ତୁମ୍ଭେମାନେ ଏକପରାମର୍ଶ ହେବା ଉଚିତ ନ ଥିଲା !” (ଦେଖ: [[rc://*/ta/man/translate/figs-rquestion]])
# you have agreed together
ତୁମ୍ଭେ ଦୁହେଁ ଏକପରାମର୍ଶ ହେଲ
# to test the Spirit of the Lord
ଏଠାରେ “ପରୀକ୍ଷା”ର ଅର୍ଥ ଆହ୍ବାନ ଦେବା ବା ପ୍ରମାଣ କରିବା I ସେମାନେ ଦେଖିବାକୁ ଚେଷ୍ଟା କରୁଥିଲେ ଯେ ଈଶ୍ବରଙ୍କୁ ମିଥ୍ୟା କହିଦେଇ ଦଣ୍ଡ ନ ପାଇ ସେମାନେ ଖସିଯାଇପାରିବେ I
# the feet of the men who buried your husband
ଏଠାରେ “ପାଦ” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉ ଲୋକମାନେ ତୁମ୍ଭ ସ୍ବାମୀଙ୍କି ସମାଧି ଦେଲେ” (ଦେଖ: [[rc://*/ta/man/translate/figs-synecdoche]])