# General Information: ଏଠାରେ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଓ ଉଭୟ ହନନିୟ ଏବଂ ଶଫୀରାଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # Connecting Statement: ଏହା ହନନିୟ ଓ ଶଫୀରା ବିଷୟରେ ଲେଖାଯାଇଥିବା ଆଂଶିକ ଘଟଣାର ସମାପ୍ତି ଅଟେ I # How is it that you have agreed together to test the Spirit of the Lord? ପିତର ଶଫୀରାଙ୍କୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମାଙ୍କୁ ପରୀକ୍ଷା କରିବାପାଇଁ ତୁମ୍ଭେମାନେ ଏକପରାମର୍ଶ ହେବା ଉଚିତ ନ ଥିଲା !” (ଦେଖ: [[rc://*/ta/man/translate/figs-rquestion]]) # you have agreed together ତୁମ୍ଭେ ଦୁହେଁ ଏକପରାମର୍ଶ ହେଲ # to test the Spirit of the Lord ଏଠାରେ “ପରୀକ୍ଷା”ର ଅର୍ଥ ଆହ୍ବାନ ଦେବା ବା ପ୍ରମାଣ କରିବା I ସେମାନେ ଦେଖିବାକୁ ଚେଷ୍ଟା କରୁଥିଲେ ଯେ ଈଶ୍ବରଙ୍କୁ ମିଥ୍ୟା କହିଦେଇ ଦଣ୍ଡ ନ ପାଇ ସେମାନେ ଖସିଯାଇପାରିବେ I # the feet of the men who buried your husband ଏଠାରେ “ପାଦ” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉ ଲୋକମାନେ ତୁମ୍ଭ ସ୍ବାମୀଙ୍କି ସମାଧି ଦେଲେ” (ଦେଖ: [[rc://*/ta/man/translate/figs-synecdoche]])