or_tn/act/05/04.md

1.9 KiB

While it remained unsold, did it not remain your own ... control?

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ବିକ୍ରୟ କରିବାପୂର୍ବରୁ, ଏହା ତୁମ୍ଭ ନିଜର ଥିଲା ... ଅଧିନରେ ଥିଲା” (ଦେଖ: rc://*/ta/man/translate/figs-rquestion)

While it remained unsold

ଯେତେବେଳେ ତୁମ୍ଭେ ଏହାକୁ ବିକ୍ରୀ କରି ନ ଥିଲ

after it was sold, was it not in your control?

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଏହା ବିକ୍ରୀ କଲାପରେ, ପାଇଥିବା ଅର୍ଥ ଉପରେ ତୁମ୍ଭର ଅଧିକାର ଥିଲା I “(ଦେଖ: rc://*/ta/man/translate/figs-rquestion)

after it was sold

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଏହାକୁ ବିକ୍ରୀ କଲାପରେ” (ଦେଖ: rc://*/ta/man/translate/figs-activepassive)

How is it that you thought of this thing in your heart?

ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ ଏପରି କାର୍ଯ୍ୟ କରିବାପାଇଁ ଭାବିବା ଉଚିତ୍ ନ ଥିଲା” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metonymy]])