or_tn/act/05/04.md

20 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# While it remained unsold, did it not remain your own ... control?
ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ବିକ୍ରୟ କରିବାପୂର୍ବରୁ, ଏହା ତୁମ୍ଭ ନିଜର ଥିଲା ... ଅଧିନରେ ଥିଲା” (ଦେଖ: [[rc://*/ta/man/translate/figs-rquestion]])
# While it remained unsold
ଯେତେବେଳେ ତୁମ୍ଭେ ଏହାକୁ ବିକ୍ରୀ କରି ନ ଥିଲ
# after it was sold, was it not in your control?
ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଏହା ବିକ୍ରୀ କଲାପରେ, ପାଇଥିବା ଅର୍ଥ ଉପରେ ତୁମ୍ଭର ଅଧିକାର ଥିଲା I “(ଦେଖ: [[rc://*/ta/man/translate/figs-rquestion]])
# after it was sold
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଏହାକୁ ବିକ୍ରୀ କଲାପରେ” (ଦେଖ: [[rc://*/ta/man/translate/figs-activepassive]])
# How is it that you thought of this thing in your heart?
ହନନିୟଙ୍କୁ ଅନୁଯୋଗ କରିବାପାଇଁ ପିତର ଏହି ପ୍ରଶ୍ନ କରୁଛନ୍ତି I ଏଠାରେ “ହୃଦୟ” ଶବ୍ଦଟି ଇଚ୍ଛା ଓ ଭାବ ପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ ଏପରି କାର୍ଯ୍ୟ କରିବାପାଇଁ ଭାବିବା ଉଚିତ୍ ନ ଥିଲା” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-metonymy]])