or_tn/act/05/02.md

865 B

his wife also knew it

ତାଙ୍କର ଭାର୍ଯ୍ୟା ମଧ୍ୟ ଜାଣିଥିଲେ ଯେ ସେ ବିକ୍ରୀକରି ପାଇଥିବା ଅର୍ଥର କିଛି ଅଂଶ ଲୁଚାଇ ରଖିଥିଲେ

laid it at the apostles' feet

ଏହାର ଅର୍ଥ ଏହି ଯେ ସେମାନେ ପ୍ରେରିତମାନଙ୍କ ପାଖରେ ଅର୍ଥ ଆଣି ଥୋଇଥିଲେ I ପ୍ରେରିତ ୪:୩୫ରେ ତୁମ୍ଭେ ଏହାକୁ କିପରି ଅନୁବାଦ କରିଥିଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: rc://*/ta/man/translate/figs-idiom)