or_tn/act/04/35.md

1.1 KiB

laid it at the apostles' feet

ଏହାର ଅର୍ଥ ଏହି ଯେ ସେମାନେ ଟଙ୍କାକୁ ପ୍ରେରିତମାନଙ୍କ ପାଖରେ ଥୋଇଲେ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ ପ୍ରେରିତ ମାନଙ୍କୁ ଦେଲେ” (ଦେଖ: rc://*/ta/man/translate/figs-idiom)

it was distributed to each one according to their need

ବିଶେଷ୍ୟ ଶବ୍ଦ “ଅଭାବ”କୁ ଏକ କ୍ରିୟାପଦ ସହିତ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ସେମାନେ ଅଭାବଗ୍ରସ୍ତ ପ୍ରତ୍ୟେକ ବିଶ୍ବାସୀଙ୍କୁ ଅର୍ଥ ବାଣ୍ଟୁଥିଲେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-abstractnouns]])