or_tn/act/04/35.md

8 lines
1.1 KiB
Markdown

# laid it at the apostles' feet
ଏହାର ଅର୍ଥ ଏହି ଯେ ସେମାନେ ଟଙ୍କାକୁ ପ୍ରେରିତମାନଙ୍କ ପାଖରେ ଥୋଇଲେ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ ପ୍ରେରିତ ମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-idiom]])
# it was distributed to each one according to their need
ବିଶେଷ୍ୟ ଶବ୍ଦ “ଅଭାବ”କୁ ଏକ କ୍ରିୟାପଦ ସହିତ ଅନୁବାଦ କରାଯାଇପାରିବ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ସେମାନେ ଅଭାବଗ୍ରସ୍ତ ପ୍ରତ୍ୟେକ ବିଶ୍ବାସୀଙ୍କୁ ଅର୍ଥ ବାଣ୍ଟୁଥିଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-abstractnouns]])