or_tn/act/04/37.md

602 B

laid it at the apostles' feet

ଏହାର ଅର୍ଥ ଏହି ଯେ ସେମାନେ ଟଙ୍କା ଆଣି ପ୍ରେରିତମାନଙ୍କ ପାଖରେ ଥୋଇଲେ I ପ୍ରେରିତ ୪:୩୫ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: rc://*/ta/man/translate/figs-idiom)