or_tn/act/04/34.md

954 B

all who owned title to lands or houses

ଏଠାରେ “ସମସ୍ତ” ଶବ୍ଦଟି ସର୍ବସାଧାରଣ ଭାବରେ ନିଆଯାଇଛି I ବିକଳ୍ପ ଅନୁବାଦ: “ଅନେକ ଲୋକ ଯେଉଁମାନଙ୍କର ଭୂମି ଅବା ଗୃହ ଥିଲା” କିମ୍ବା ""ଯେଉଁ ଲୋକମାନଙ୍କର ଭୂମି ଅବା ଗୃହ ଥିଲା” (See: rc://*/ta/man/translate/figs-hyperbole)

owned title to lands or houses

ଭୂମି କିମ୍ବା ଗୃହ ଥିଲା

the money of the things that were sold

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିକ୍ରୀ କରିଥିବା ଜିନିଷରୁ ପାଇଥିବା ଅର୍ଥ” (ଦେଖ: rc://*/ta/man/translate/figs-activepassive)