# all who owned title to lands or houses ଏଠାରେ “ସମସ୍ତ” ଶବ୍ଦଟି ସର୍ବସାଧାରଣ ଭାବରେ ନିଆଯାଇଛି I ବିକଳ୍ପ ଅନୁବାଦ: “ଅନେକ ଲୋକ ଯେଉଁମାନଙ୍କର ଭୂମି ଅବା ଗୃହ ଥିଲା” କିମ୍ବା ""ଯେଉଁ ଲୋକମାନଙ୍କର ଭୂମି ଅବା ଗୃହ ଥିଲା” (See: [[rc://*/ta/man/translate/figs-hyperbole]]) # owned title to lands or houses ଭୂମି କିମ୍ବା ଗୃହ ଥିଲା # the money of the things that were sold ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବିକ୍ରୀ କରିଥିବା ଜିନିଷରୁ ପାଇଥିବା ଅର୍ଥ” (ଦେଖ: [[rc://*/ta/man/translate/figs-activepassive]])