or_tn/act/04/30.md

12 lines
1.3 KiB
Markdown

# Stretch out your hand to heal
ଏଠାରେ “ହସ୍ତ” ଶବ୍ଦଟି ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏହା ଈଶ୍ବରଙ୍କୁ ଆପଣାର ଶକ୍ତି ପ୍ରଦର୍ଶନ କରିବାପାଇଁ ଏକ ନିବେଦନ ଯେ ସେ କେତେ ଶକ୍ତିମାନ୍ ଅଟନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ତୁମ୍ଭେ ଲୋକମାନଙ୍କୁ ସୁସ୍ଥ କରିବା ଦ୍ବାରା ଆପଣାର ଶକ୍ତି ପ୍ରଦର୍ଶନ କରିଥାଅ” (ଦେଖ: [[rc://*/ta/man/translate/figs-metonymy]])
# through the name of your holy servant Jesus
ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ : “ତୁମ୍ଭର ପବିତ୍ର ଦାସ ଯୀଶୁଙ୍କର ଶକ୍ତି ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])
# your holy servant Jesus
ଯୀଶୁ ଯେ କି ବିଶ୍ବସ୍ତଭାବରେ ତୁମ୍ଭର ସେବା କରନ୍ତି I [ପ୍ରେରିତ ୪:୨୭](../04/27.md)ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I