or_tn/act/04/30.md

1.3 KiB

Stretch out your hand to heal

ଏଠାରେ “ହସ୍ତ” ଶବ୍ଦଟି ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏହା ଈଶ୍ବରଙ୍କୁ ଆପଣାର ଶକ୍ତି ପ୍ରଦର୍ଶନ କରିବାପାଇଁ ଏକ ନିବେଦନ ଯେ ସେ କେତେ ଶକ୍ତିମାନ୍ ଅଟନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ତୁମ୍ଭେ ଲୋକମାନଙ୍କୁ ସୁସ୍ଥ କରିବା ଦ୍ବାରା ଆପଣାର ଶକ୍ତି ପ୍ରଦର୍ଶନ କରିଥାଅ” (ଦେଖ: rc://*/ta/man/translate/figs-metonymy)

through the name of your holy servant Jesus

ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ : “ତୁମ୍ଭର ପବିତ୍ର ଦାସ ଯୀଶୁଙ୍କର ଶକ୍ତି ଦ୍ବାରା” (ଦେଖ: rc://*/ta/man/translate/figs-metonymy)

your holy servant Jesus

ଯୀଶୁ ଯେ କି ବିଶ୍ବସ୍ତଭାବରେ ତୁମ୍ଭର ସେବା କରନ୍ତି I ପ୍ରେରିତ ୪:୨୭ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I