or_tn/act/04/29.md

12 lines
1.6 KiB
Markdown

# Connecting Statement:
ବିଶ୍ବାସୀମାନେ [ପ୍ରେରିତ ୪:୨୪](../04/24.md)ରେ ଆରମ୍ଭ କରିଥିବା ସେମାନଙ୍କର ପ୍ରାର୍ଥନା ସମ୍ପୂର୍ଣ୍ଣ କରୁଛନ୍ତି I
# look upon their warnings
ଏଠାରେ “ଦୃଷ୍ଟିପାତ କର” ଶବ୍ଦଟି ଯିହୂଦୀ ନେତାମାନେ ବିଶ୍ବାସୀମାନଙ୍କୁ ଯେଭଳି ଭାବରେ ଧମକ ଦେଇଥିଲେ, ସେଥି ପ୍ରତି ଈଶ୍ବରଙ୍କ ଧ୍ୟାନ ଆକର୍ଷଣ କରିବାପାଇଁ ଏକ ନିବେଦନ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେବାପାଇଁ କିପରି ଯୋଜନା କରୁଛନ୍ତି, ସେଥିପ୍ରତି ଦୃଷ୍ଟିପାତ କର” (ଦେଖ: [[rc://*/ta/man/translate/figs-idiom]])
# speak your word with all boldness
ଏଠାରେ “ବାକ୍ୟ” ଈଶ୍ବରଙ୍କ ବାର୍ତ୍ତାକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ସାହସ”କୁ ଏକ କ୍ରିୟାବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାର୍ତ୍ତାକୁ ସାହସରେ କହିବାକୁ” ଅବା “ଆମ୍ଭେ ତୁମ୍ଭର ବାର୍ତ୍ତା କହିବା ସମୟରେ ସାହସିକ ହେବାକୁ” (ଦେଖ: [[rc://*/ta/man/translate/figs-metonymy]])