or_tn/act/04/29.md

1.6 KiB

Connecting Statement:

ବିଶ୍ବାସୀମାନେ ପ୍ରେରିତ ୪:୨୪ରେ ଆରମ୍ଭ କରିଥିବା ସେମାନଙ୍କର ପ୍ରାର୍ଥନା ସମ୍ପୂର୍ଣ୍ଣ କରୁଛନ୍ତି I

look upon their warnings

ଏଠାରେ “ଦୃଷ୍ଟିପାତ କର” ଶବ୍ଦଟି ଯିହୂଦୀ ନେତାମାନେ ବିଶ୍ବାସୀମାନଙ୍କୁ ଯେଭଳି ଭାବରେ ଧମକ ଦେଇଥିଲେ, ସେଥି ପ୍ରତି ଈଶ୍ବରଙ୍କ ଧ୍ୟାନ ଆକର୍ଷଣ କରିବାପାଇଁ ଏକ ନିବେଦନ I ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେବାପାଇଁ କିପରି ଯୋଜନା କରୁଛନ୍ତି, ସେଥିପ୍ରତି ଦୃଷ୍ଟିପାତ କର” (ଦେଖ: rc://*/ta/man/translate/figs-idiom)

speak your word with all boldness

ଏଠାରେ “ବାକ୍ୟ” ଈଶ୍ବରଙ୍କ ବାର୍ତ୍ତାକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ସାହସ”କୁ ଏକ କ୍ରିୟାବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାର୍ତ୍ତାକୁ ସାହସରେ କହିବାକୁ” ଅବା “ଆମ୍ଭେ ତୁମ୍ଭର ବାର୍ତ୍ତା କହିବା ସମୟରେ ସାହସିକ ହେବାକୁ” (ଦେଖ: rc://*/ta/man/translate/figs-metonymy)