or_tn/act/04/14.md

676 B

the man who was healed

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକକୁ ପିତର ଓ ଯୋହନ ସୁସ୍ଥ କରିଥିଲେ” (ଦେଖ: rc://*/ta/man/translate/figs-activepassive)

nothing to say against this

ପିତର ଓ ଯୋହନ ଲୋକଟିକୁ ସୁସ୍ଥ କରିବା ବିରୁଦ୍ଧରେ କିଛି କହିବାର ନାହିଁ I ଏଠାରେ “ଏହା” ଶବ୍ଦଟି ପିତର ଓ ଯୋହନ କରିଥିବା ଘଟଣାକୁ ବୁଝାଏ I