# the man who was healed ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକକୁ ପିତର ଓ ଯୋହନ ସୁସ୍ଥ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # nothing to say against this ପିତର ଓ ଯୋହନ ଲୋକଟିକୁ ସୁସ୍ଥ କରିବା ବିରୁଦ୍ଧରେ କିଛି କହିବାର ନାହିଁ I ଏଠାରେ “ଏହା” ଶବ୍ଦଟି ପିତର ଓ ଯୋହନ କରିଥିବା ଘଟଣାକୁ ବୁଝାଏ I