or_tn/act/04/10.md

1.5 KiB

May this be known to you all and to all the people of Israel

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ସମସ୍ତେ ଓ ସମସ୍ତ ଇଶ୍ରାୟେଲ ଏହା ଜାଣନ୍ତୁ” (ଦେଖ: rc://*/ta/man/translate/figs-activepassive)

to you all and to all the people of Israel

ଆପଣମାନେ ଯେଉଁମାନେ ଆମ୍ଭମାନଙ୍କୁ ପଚାରୁଅଛନ୍ତି ଆପଣମାନଙ୍କୁ ଓ ଇଶ୍ରାୟେଲର ଅନ୍ୟ ସମସ୍ତ ଲୋକଙ୍କୁ

in the name of Jesus Christ of Nazareth

ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ଶକ୍ତିରେ” (ଦେଖ: rc://*/ta/man/translate/figs-metonymy)

whom God raised from the dead,

ଏଠାରେ ଉଠାଇବା ଏକ ରୁଢ଼ି ଯାହା ଜଣେ ମୃତ ହୋଇଥିବା ଲୋକକୁ ପୂନର୍ବାର ଜୀବିତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ ଅବସ୍ଥାକୁ ଆଣିଲେ” (ଦେଖ: rc://*/ta/man/translate/figs-idiom)