# May this be known to you all and to all the people of Israel ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ସମସ୍ତେ ଓ ସମସ୍ତ ଇଶ୍ରାୟେଲ ଏହା ଜାଣନ୍ତୁ” (ଦେଖ: [[rc://*/ta/man/translate/figs-activepassive]]) # to you all and to all the people of Israel ଆପଣମାନେ ଯେଉଁମାନେ ଆମ୍ଭମାନଙ୍କୁ ପଚାରୁଅଛନ୍ତି ଆପଣମାନଙ୍କୁ ଓ ଇଶ୍ରାୟେଲର ଅନ୍ୟ ସମସ୍ତ ଲୋକଙ୍କୁ # in the name of Jesus Christ of Nazareth ଏଠାରେ “ନାମ” ଶବ୍ଦଟି ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ଶକ୍ତିରେ” (ଦେଖ: [[rc://*/ta/man/translate/figs-metonymy]]) # whom God raised from the dead, ଏଠାରେ ଉଠାଇବା ଏକ ରୁଢ଼ି ଯାହା ଜଣେ ମୃତ ହୋଇଥିବା ଲୋକକୁ ପୂନର୍ବାର ଜୀବିତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ ଅବସ୍ଥାକୁ ଆଣିଲେ” (ଦେଖ: [[rc://*/ta/man/translate/figs-idiom]])