16 lines
1.3 KiB
Markdown
16 lines
1.3 KiB
Markdown
# General Information:
|
|
|
|
ଏଠାରେ ""ସେମାନଙ୍କର” ଶବ୍ଦ ମୋଟାମୋଟି ଭାବରେ ଯିହୂଦୀ ଲୋକମାନଙ୍କୁ ବୁଝାଏ I
|
|
|
|
# Connecting Statement:
|
|
|
|
ଶାସନକର୍ତ୍ତାମାନେ ପିତର ଓ ଯୋହନଙ୍କୁ ପ୍ରଶ୍ନ କଲେ, ଆଉ ସେମାନେ ନିର୍ଭୟରେ ଉତ୍ତର ଦେଇଥିଲେ I
|
|
|
|
# It came about ... that
|
|
|
|
ଯେଉଁଠାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ତା’ର ଚିହ୍ନ ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏ ପ୍ରକାର କରିବାର ରୀତି ଥାଏ, ତୁମେ ତାହାକୁ ଏଠାରେ ବ୍ୟବହାର କରିବାପାଇଁ ଚିନ୍ତା କରିପାର I
|
|
|
|
# their rulers, elders and scribes
|
|
|
|
ଏହା ସାନହେଡରିନ୍, ଅର୍ଥାତ୍ ଯିହୂଦୀମାନଙ୍କର ଶାସକୀୟ ମହାସଭାକୁ ବୁଝାଏ, ଯାହା ଏହି ତିନି ଦଳର ଲୋକମାନଙ୍କୁ ନେଇ ଗଠିତ ହୋଇଥିଲା I (ଦେଖ: [[rc://*/ta/man/translate/figs-synecdoche]])
|