# General Information: ଏଠାରେ ""ସେମାନଙ୍କର” ଶବ୍ଦ ମୋଟାମୋଟି ଭାବରେ ଯିହୂଦୀ ଲୋକମାନଙ୍କୁ ବୁଝାଏ I # Connecting Statement: ଶାସନକର୍ତ୍ତାମାନେ ପିତର ଓ ଯୋହନଙ୍କୁ ପ୍ରଶ୍ନ କଲେ, ଆଉ ସେମାନେ ନିର୍ଭୟରେ ଉତ୍ତର ଦେଇଥିଲେ I # It came about ... that ଯେଉଁଠାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ତା’ର ଚିହ୍ନ ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏ ପ୍ରକାର କରିବାର ରୀତି ଥାଏ, ତୁମେ ତାହାକୁ ଏଠାରେ ବ୍ୟବହାର କରିବାପାଇଁ ଚିନ୍ତା କରିପାର I # their rulers, elders and scribes ଏହା ସାନହେଡରିନ୍, ଅର୍ଥାତ୍ ଯିହୂଦୀମାନଙ୍କର ଶାସକୀୟ ମହାସଭାକୁ ବୁଝାଏ, ଯାହା ଏହି ତିନି ଦଳର ଲୋକମାନଙ୍କୁ ନେଇ ଗଠିତ ହୋଇଥିଲା I (ଦେଖ: [[rc://*/ta/man/translate/figs-synecdoche]])