or_tn/act/03/intro.md

14 lines
2.1 KiB
Markdown

# ପ୍ରେରିତ ୦୩ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ଅବ୍ରହାମଙ୍କ ସହିତ ଈଶ୍ବର କରିଥିବା ନିୟମ
ଏହି ଅଧ୍ୟୟ ବୁଝାଇ ଦିଏ ଯେ ଯୀଶୁ ଯିହୂଦୀମାନଙ୍କ ନିକଟକୁ ଆସିଥିଲେ, କାରଣ ଈଶ୍ବର ଅବ୍ରହାମଙ୍କ ସହିତ କରିଥିବା ନିୟମର କିଛି ଅଂଶକୁ ଏହା ଦ୍ବାରା ସଫଳ କରିଥିଲେ I ପିତର ଭାବୁଥିଲେ ଯେ ଯିହୂଦୀମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ, କିନ୍ତୁ ସେ
## ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ପ୍ରତିବନ୍ଧକ
### ”ତୁମ୍ଭେମାନେ ସମର୍ପଣ କଲ”
ରୋମୀୟମାନେ ଯୀଶୁଙ୍କୁ ବଧ କରିଥିଲେ, କିନ୍ତୁ ସେମାନେ ତାହାଙ୍କୁ ଏଥିନିମନ୍ତେ ବଧ କରିଥିଲେ ଯେହେତୁ ଯିହୂଦୀମାନେ ତାହାଙ୍କୁ ଧରି ରୋମୀୟମାନଙ୍କ ନିକଟକୁ ଆଣିଥିଲେ, ଓ ତାହାଙ୍କୁ ବଧ କରିବା ନିମନ୍ତେ ରୋମୀୟମାନଙ୍କୁ କହିଥିଲେ I ଏହି କାରଣ ସକାଶୁ ପିତର ଭାବିଥିଲେ ଯେ ସେମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ ଅଟନ୍ତି I ମାତ୍ର ସେ ସେମାନଙ୍କୁ କୁହନ୍ତି ଯେ ସେମାନଙ୍କ ନିକଟକୁ ହିଁ ଈଶ୍ବର ପ୍ରଥମେ ମନ ପରିବର୍ତ୍ତନ ନିମନ୍ତେ ନିମନ୍ତ୍ରଣ କରିବାକୁ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ପଠାଇଥିଲେ ([ଲୂକ ୩:୨୬](../../luk/03/26.md)). (ଦେଖ: [[rc://*/tw/dict/bible/kt/repent]])