or_tn/act/03/intro.md

2.1 KiB

ପ୍ରେରିତ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅବ୍ରହାମଙ୍କ ସହିତ ଈଶ୍ବର କରିଥିବା ନିୟମ

ଏହି ଅଧ୍ୟୟ ବୁଝାଇ ଦିଏ ଯେ ଯୀଶୁ ଯିହୂଦୀମାନଙ୍କ ନିକଟକୁ ଆସିଥିଲେ, କାରଣ ଈଶ୍ବର ଅବ୍ରହାମଙ୍କ ସହିତ କରିଥିବା ନିୟମର କିଛି ଅଂଶକୁ ଏହା ଦ୍ବାରା ସଫଳ କରିଥିଲେ I ପିତର ଭାବୁଥିଲେ ଯେ ଯିହୂଦୀମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ, କିନ୍ତୁ ସେ

ଏହି ଅଧ୍ୟାୟରେ ଥିବା ଅନୁବାଦଜନିତ ପ୍ରତିବନ୍ଧକ

”ତୁମ୍ଭେମାନେ ସମର୍ପଣ କଲ”

ରୋମୀୟମାନେ ଯୀଶୁଙ୍କୁ ବଧ କରିଥିଲେ, କିନ୍ତୁ ସେମାନେ ତାହାଙ୍କୁ ଏଥିନିମନ୍ତେ ବଧ କରିଥିଲେ ଯେହେତୁ ଯିହୂଦୀମାନେ ତାହାଙ୍କୁ ଧରି ରୋମୀୟମାନଙ୍କ ନିକଟକୁ ଆଣିଥିଲେ, ଓ ତାହାଙ୍କୁ ବଧ କରିବା ନିମନ୍ତେ ରୋମୀୟମାନଙ୍କୁ କହିଥିଲେ I ଏହି କାରଣ ସକାଶୁ ପିତର ଭାବିଥିଲେ ଯେ ସେମାନେ ହିଁ ଯୀଶୁଙ୍କୁ ବଧ କରିବାରେ ପ୍ରକୃତ ଦୋଷୀ ଅଟନ୍ତି I ମାତ୍ର ସେ ସେମାନଙ୍କୁ କୁହନ୍ତି ଯେ ସେମାନଙ୍କ ନିକଟକୁ ହିଁ ଈଶ୍ବର ପ୍ରଥମେ ମନ ପରିବର୍ତ୍ତନ ନିମନ୍ତେ ନିମନ୍ତ୍ରଣ କରିବାକୁ ଯୀଶୁଙ୍କର ଅନୁଗମନକାରୀମାନଙ୍କୁ ପଠାଇଥିଲେ (ଲୂକ ୩:୨୬). (ଦେଖ: rc://*/tw/dict/bible/kt/repent)