or_tn/act/03/25.md

12 lines
1.3 KiB
Markdown

# You are the sons of the prophets and of the covenant
ଏଠାରେ “ସନ୍ତାନ” ଶବ୍ଦଟି ଉତ୍ତରାଧିକାରୀମାନଙ୍କୁ ବୁଝାଏ, ଯେଉଁମାନେ ଭାବବାଦୀମାନଙ୍କ ଦ୍ବାରା ଓ ସ୍ଥିରୀକୃତ ନିୟମ ଦ୍ବାରା ପ୍ରତିଜ୍ଞାତ ବିଷୟସବୁକୁ ଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବବାଦୀମାନଙ୍କର ଉତ୍ତରାଧିକାରୀ ଓ ସ୍ଥିରୀକୃତ ନିୟମର ଉତ୍ତରାଧିକାରୀ” (ଦେଖ: [[rc://*/ta/man/translate/figs-idiom]] ଓ [[rc://*/ta/man/translate/figs-ellipsis]])
# In your seed
ତୁମ୍ଭର ବଂଶ ଦ୍ବାରା
# shall all the families of the earth be blessed
ଏଠାରେ “ବଂଶ” ଲୋକ ଦଳ ବା ଜାତିଗଣକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ଜଗତରେ ଥିବା ସମସ୍ତ ଲୋକ ଦଳକୁ ଆଶୀର୍ବାଦ କରିବା” (ଦେଖ: [[rc://*/ta/man/translate/figs-activepassive]])