or_tn/act/03/25.md

1.3 KiB

You are the sons of the prophets and of the covenant

ଏଠାରେ “ସନ୍ତାନ” ଶବ୍ଦଟି ଉତ୍ତରାଧିକାରୀମାନଙ୍କୁ ବୁଝାଏ, ଯେଉଁମାନେ ଭାବବାଦୀମାନଙ୍କ ଦ୍ବାରା ଓ ସ୍ଥିରୀକୃତ ନିୟମ ଦ୍ବାରା ପ୍ରତିଜ୍ଞାତ ବିଷୟସବୁକୁ ଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବବାଦୀମାନଙ୍କର ଉତ୍ତରାଧିକାରୀ ଓ ସ୍ଥିରୀକୃତ ନିୟମର ଉତ୍ତରାଧିକାରୀ” (ଦେଖ: [[rc:///ta/man/translate/figs-idiom]] ଓ [[rc:///ta/man/translate/figs-ellipsis]])

In your seed

ତୁମ୍ଭର ବଂଶ ଦ୍ବାରା

shall all the families of the earth be blessed

ଏଠାରେ “ବଂଶ” ଲୋକ ଦଳ ବା ଜାତିଗଣକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେ ଜଗତରେ ଥିବା ସମସ୍ତ ଲୋକ ଦଳକୁ ଆଶୀର୍ବାଦ କରିବା” (ଦେଖ: rc://*/ta/man/translate/figs-activepassive)