or_tn/act/03/18.md

1.1 KiB

God foretold by the mouth of all the prophets

ଯେତେବେଳେ ଭାବବାଦୀମାନେ କଥା କହୁଥିଲେ, ସତେ ଯେପରି ସ୍ବୟଂ ଈଶ୍ବର କହୁଥିଲେ, କାରଣ କଅଣ କହିବାକୁ ହେବ ଈଶ୍ବର ସେମାନଙ୍କୁ ଜଣାଉଥିଲେ I ବିକଳ୍ପ ଅନୁବାଦ: “କଅଣ କହିବାକୁ ହେବ ଈଶ୍ବର ଭାବବାଦୀମାନଙ୍କୁ ଆଗରୁ କହୁଥିଲେ”

God foretold

ସମୟ ପୂର୍ବରୁ ଈଶ୍ବର କହୁଥିଲେ କିମ୍ବା “ଘଟଣା ଘଟିବା ପୂର୍ବରୁ ଈଶ୍ବର କହୁଥିଲେ”

the mouth of all the prophets

ଏଠାରେ “ମୁଖ” ଶବ୍ଦଟି ଭାବବାଦୀମାନେ କହିଥିବା ଓ ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ଭାବବାଦୀମାନଙ୍କର ବାକ୍ୟ” (ଦେଖ: rc://*/ta/man/translate/figs-metonymy)