# God foretold by the mouth of all the prophets ଯେତେବେଳେ ଭାବବାଦୀମାନେ କଥା କହୁଥିଲେ, ସତେ ଯେପରି ସ୍ବୟଂ ଈଶ୍ବର କହୁଥିଲେ, କାରଣ କଅଣ କହିବାକୁ ହେବ ଈଶ୍ବର ସେମାନଙ୍କୁ ଜଣାଉଥିଲେ I ବିକଳ୍ପ ଅନୁବାଦ: “କଅଣ କହିବାକୁ ହେବ ଈଶ୍ବର ଭାବବାଦୀମାନଙ୍କୁ ଆଗରୁ କହୁଥିଲେ” # God foretold ସମୟ ପୂର୍ବରୁ ଈଶ୍ବର କହୁଥିଲେ କିମ୍ବା “ଘଟଣା ଘଟିବା ପୂର୍ବରୁ ଈଶ୍ବର କହୁଥିଲେ” # the mouth of all the prophets ଏଠାରେ “ମୁଖ” ଶବ୍ଦଟି ଭାବବାଦୀମାନେ କହିଥିବା ଓ ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ଭାବବାଦୀମାନଙ୍କର ବାକ୍ୟ” (ଦେଖ: [[rc://*/ta/man/translate/figs-metonymy]])