or_tn/act/03/17.md

618 B
Raw Permalink Blame History

Now

ଏଠାରେ ପିତର ଲୋକମାନଙ୍କର ଧ୍ୟାନକୁ ଖଞ୍ଜ ଲୋକଟି ଆଡକୁ ନେଇଯାଇ ସେମାନଙ୍କୁ ସିଧାସଳଖ କଥା କହୁଛନ୍ତି I

you acted in ignorance

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୋକମାନେ ଜାଣି ନ ଥିଲେ ଯେ ଯୀଶୁ ମଶୀହ ଅଟନ୍ତି କିମ୍ବା ) ସେମାନେ କଅଣ କରୁଛନ୍ତି ତା”ର ତାତ୍ପର୍ଯ୍ୟ ଲୋକମାନେ ଜାଣି ନ ଥିଲେ I