# Now ଏଠାରେ ପିତର ଲୋକମାନଙ୍କର ଧ୍ୟାନକୁ ଖଞ୍ଜ ଲୋକଟି ଆଡକୁ ନେଇଯାଇ ସେମାନଙ୍କୁ ସିଧାସଳଖ କଥା କହୁଛନ୍ତି I # you acted in ignorance ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୋକମାନେ ଜାଣି ନ ଥିଲେ ଯେ ଯୀଶୁ ମଶୀହ ଅଟନ୍ତି କିମ୍ବା ୨) ସେମାନେ କଅଣ କରୁଛନ୍ତି ତା”ର ତାତ୍ପର୍ଯ୍ୟ ଲୋକମାନେ ଜାଣି ନ ଥିଲେ I