or_tn/act/03/13.md

795 B

Connecting Statement:

ପ୍ରେରିତ ୩:୧୨ରେ ପିତର ଯିହୂଦୀମାନଙ୍କୁ ଯେଉଁ ବକ୍ତୃତା ଦେବା ଆରମ୍ଭ କରିଥିଲେ ତାହା ସେ ଜାରି ରଖିଛନ୍ତି I

rejected before the face of Pilate

ଏଠାରେ “ସାକ୍ଷାତରେ” ଶବ୍ଦର ଅର୍ଥ “ସମ୍ମୁଖରେ I” ବିକଳ୍ପ ଅନୁବାଦ: “ପିଲାତଙ୍କ ସାକ୍ଷାତରେ ଅସ୍ବୀକାର କଲେ” (ଦେଖ: rc://*/ta/man/translate/figs-idiom)

when he had decided to release him

ଯେତେବେଳେ ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ