# Connecting Statement: [ପ୍ରେରିତ ୩:୧୨](../03/12.md)ରେ ପିତର ଯିହୂଦୀମାନଙ୍କୁ ଯେଉଁ ବକ୍ତୃତା ଦେବା ଆରମ୍ଭ କରିଥିଲେ ତାହା ସେ ଜାରି ରଖିଛନ୍ତି I # rejected before the face of Pilate ଏଠାରେ “ସାକ୍ଷାତରେ” ଶବ୍ଦର ଅର୍ଥ “ସମ୍ମୁଖରେ I” ବିକଳ୍ପ ଅନୁବାଦ: “ପିଲାତଙ୍କ ସାକ୍ଷାତରେ ଅସ୍ବୀକାର କଲେ” (ଦେଖ: [[rc://*/ta/man/translate/figs-idiom]]) # when he had decided to release him ଯେତେବେଳେ ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ