or_tn/act/02/intro.md

4.8 KiB
Raw Permalink Blame History

ପ୍ରେରିତ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା :୧୭-୨୧, ୨୫-୨୮, ଓ ୩୪-୩୫ରେ ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି I

କେତେକ ଅନୁବାଦ ପୁରାତନ ନିୟମର ଉର୍ଦ୍ଧୃତାଂଶଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଏହା :୩୧ ରେ ଉର୍ଦ୍ଧୃତ କରାଯାଇଥିବା କ୍ଷେତ୍ରରେ ଏହା କରିଅଛି I

ଏହି ଅଧ୍ୟାୟରେ ବର୍ଣ୍ଣିତ ଘଟଣାକୁ ସାଧାରଣତଃ “ପେଣ୍ଟିକଷ୍ଟ” ବୋଲି କୁହାଯାଏ I ଅନେକେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ଯେତେବେଳେ ପବିତ୍ର ଆତ୍ମା ବିଶ୍ବାସୀମାନଙ୍କ ଅନ୍ତର ମଧ୍ୟରେ ବାସ କରିବା ନିମନ୍ତେ ଅବତରଣ କଲେ, ସେତେବେଳେ ମଣ୍ଡଳୀ ଆରମ୍ଭ ହେଲା I

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଅନ୍ୟାନ୍ୟ ଭାଷା

ଏହି ଅଧ୍ୟାୟରେ “ଅନ୍ୟାନ୍ୟ ଭାଷା “ଶବ୍ଦଟିର ଦୁଇଟି ଅର୍ଥ ଅଛି I ଲୂକ ବର୍ଣ୍ଣନା କରନ୍ତି ଯେ ଯାହା ଜିହ୍ବାଭାବରେ ସ୍ବର୍ଗରୁ ଓହ୍ଲାଇ ଆସିଲା ତାହା ଅଗ୍ନି ସ୍ବରୂପ ଦେଖାଯାଉଥିଲା I ([ପ୍ରେରିତ::୩] (../../act/02/03.md))ଏହା ଅଗ୍ନି ଶିଖାର ଜିହ୍ବାଠାରୁ ଭିନ୍ନ ଅଟେ, ଯାହା ଜିହ୍ବା ସଦୃଶ ଦେଖାଯାଉଥିବା ଅଗ୍ନି ଅଟେ I ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ଲୋକମାନେ କହିଥିବା ଭାଷାକୁ ବୁଝାଇବାପାଇଁ ମଧ୍ୟ ଲୂକ “ଅନ୍ୟାନ୍ୟ ଭାଷା” ଶବ୍ଦ ବ୍ୟବହାର କରନ୍ତି ([ପ୍ରେରିତ :୪]) (../02/04.md)).

ଶେଷ କାଳ

”ଶେଷ କାଳ” କେବେ ଆରମ୍ଭ ହେଲା, କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ([ପ୍ରେରିତ :୧୭] (../../act/02/17.md)) ତୁମର ଅନୁବାଦ ଏ ବିଷୟରେ ULT ଠାରୁ ଅଧିକ କହିବା ଉଚିତ ନୁହଁ I (See: rc://*/tw/dict/bible/kt/lastday)

ବାପ୍ତିସ୍ମ ଦିଅ

ଏହି ଅଧ୍ୟାୟରେ “ବାପ୍ତିସ୍ମ ଦିଅ” ଶବ୍ଦଟି ଖ୍ରୀଷ୍ଟିୟ ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ :୩୮-୪୧]) (../02/38.md)). ଯଦିଓ ପ୍ରେରିତ :୧-୧୧ରେ ବର୍ଣ୍ଣିତ ଘଟଣାଟି ଯୀଶୁ [ପ୍ରେରିତ ୧:୫] (../../act/01/05.md)ରେ ପ୍ରତିଜ୍ଞା କରିଥିବା ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଟେ, ଏଠାରେ “ବାପ୍ତିସ୍ମ ଦିଅ” ଶବ୍ଦଟି ସେହି ଘଟଣାକୁ ବୁଝାଏ ନାହିଁ I (ଦେଖ: rc://*/tw/dict/bible/kt/baptize)

ଯୋୟେଲଙ୍କ ଭାବବାଣୀ

ଯୋୟେଲ କହିଥିବା ଭାବବାଣୀ ଗୁଡ଼ିକ ମଧ୍ୟରୁ ଅନେକ ବିଷୟ ପେଣ୍ଟିକଷ୍ଟ ଦିନରେ ଘଟିଥିଲା ([ପ୍ରେରିତ :୧୭-୧୮] (../02/17.md)), କିନ୍ତୁ ଯୋୟେଲ କହିଥିବା କେତେକ ବିଷୟ ଘଟି ନ ଥିଲା (ପ୍ରେରିତ :୧୯- ). (ଦେଖ: rc://*/tw/dict/bible/kt/prophet)

ଅଦ୍ଭୁତ ଲକ୍ଷଣ ଓ ଚିହ୍ନ

ଏହି ସବୁ ଶବ୍ଦ ସେହି ସବୁ ବିଷୟକୁ ବୁଝାଏ ଯାହା କେବଳ ଈଶ୍ବର ହିଁ କରିପାରିବେ, ଆଉ ଏହା ଦର୍ଶାଏ ଯେ ଶିଷ୍ୟମାନେ ଯୀଶୁ କିଏ ତାହା ଠିକ୍ ବୁଝିଥିଲେ I