or_tn/act/02/intro.md

32 lines
4.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରେରିତ ସାଧାରଣ ସୂଚନା
## ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା :୧୭-୨୧, ୨୫-୨୮, ଓ ୩୪-୩୫ରେ ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି I
କେତେକ ଅନୁବାଦ ପୁରାତନ ନିୟମର ଉର୍ଦ୍ଧୃତାଂଶଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଏହା :୩୧ ରେ ଉର୍ଦ୍ଧୃତ କରାଯାଇଥିବା କ୍ଷେତ୍ରରେ ଏହା କରିଅଛି I
ଏହି ଅଧ୍ୟାୟରେ ବର୍ଣ୍ଣିତ ଘଟଣାକୁ ସାଧାରଣତଃ “ପେଣ୍ଟିକଷ୍ଟ” ବୋଲି କୁହାଯାଏ I ଅନେକେ ବିଶ୍ବାସ କରନ୍ତି ଯେ ଏହି ଅଧ୍ୟାୟରେ ଯେତେବେଳେ ପବିତ୍ର ଆତ୍ମା ବିଶ୍ବାସୀମାନଙ୍କ ଅନ୍ତର ମଧ୍ୟରେ ବାସ କରିବା ନିମନ୍ତେ ଅବତରଣ କଲେ, ସେତେବେଳେ ମଣ୍ଡଳୀ ଆରମ୍ଭ ହେଲା I
## ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା
### ଅନ୍ୟାନ୍ୟ ଭାଷା
ଏହି ଅଧ୍ୟାୟରେ “ଅନ୍ୟାନ୍ୟ ଭାଷା “ଶବ୍ଦଟିର ଦୁଇଟି ଅର୍ଥ ଅଛି I ଲୂକ ବର୍ଣ୍ଣନା କରନ୍ତି ଯେ ଯାହା ଜିହ୍ବାଭାବରେ ସ୍ବର୍ଗରୁ ଓହ୍ଲାଇ ଆସିଲା ତାହା ଅଗ୍ନି ସ୍ବରୂପ ଦେଖାଯାଉଥିଲା I ([ପ୍ରେରିତ::୩] (../../act/02/03.md))ଏହା ଅଗ୍ନି ଶିଖାର ଜିହ୍ବାଠାରୁ ଭିନ୍ନ ଅଟେ, ଯାହା ଜିହ୍ବା ସଦୃଶ ଦେଖାଯାଉଥିବା ଅଗ୍ନି ଅଟେ I ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ଲୋକମାନେ କହିଥିବା ଭାଷାକୁ ବୁଝାଇବାପାଇଁ ମଧ୍ୟ ଲୂକ “ଅନ୍ୟାନ୍ୟ ଭାଷା” ଶବ୍ଦ ବ୍ୟବହାର କରନ୍ତି ([ପ୍ରେରିତ :୪]) (../02/04.md)).
### ଶେଷ କାଳ
”ଶେଷ କାଳ” କେବେ ଆରମ୍ଭ ହେଲା, କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ([ପ୍ରେରିତ :୧୭] (../../act/02/17.md)) ତୁମର ଅନୁବାଦ ଏ ବିଷୟରେ ULT ଠାରୁ ଅଧିକ କହିବା ଉଚିତ ନୁହଁ I (See: [[rc://*/tw/dict/bible/kt/lastday]])
### ବାପ୍ତିସ୍ମ ଦିଅ
ଏହି ଅଧ୍ୟାୟରେ “ବାପ୍ତିସ୍ମ ଦିଅ” ଶବ୍ଦଟି ଖ୍ରୀଷ୍ଟିୟ ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ :୩୮-୪୧]) (../02/38.md)). ଯଦିଓ [ପ୍ରେରିତ :୧-୧୧](./01.md)ରେ ବର୍ଣ୍ଣିତ ଘଟଣାଟି ଯୀଶୁ [ପ୍ରେରିତ ୧:୫] (../../act/01/05.md)ରେ ପ୍ରତିଜ୍ଞା କରିଥିବା ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଟେ, ଏଠାରେ “ବାପ୍ତିସ୍ମ ଦିଅ” ଶବ୍ଦଟି ସେହି ଘଟଣାକୁ ବୁଝାଏ ନାହିଁ I (ଦେଖ: [[rc://*/tw/dict/bible/kt/baptize]])
### ଯୋୟେଲଙ୍କ ଭାବବାଣୀ
ଯୋୟେଲ କହିଥିବା ଭାବବାଣୀ ଗୁଡ଼ିକ ମଧ୍ୟରୁ ଅନେକ ବିଷୟ ପେଣ୍ଟିକଷ୍ଟ ଦିନରେ ଘଟିଥିଲା ([ପ୍ରେରିତ :୧୭-୧୮] (../02/17.md)), କିନ୍ତୁ ଯୋୟେଲ କହିଥିବା କେତେକ ବିଷୟ ଘଟି ନ ଥିଲା ([ପ୍ରେରିତ :୧୯- ](../02/19.md)). (ଦେଖ: [[rc://*/tw/dict/bible/kt/prophet]])
### ଅଦ୍ଭୁତ ଲକ୍ଷଣ ଓ ଚିହ୍ନ
ଏହି ସବୁ ଶବ୍ଦ ସେହି ସବୁ ବିଷୟକୁ ବୁଝାଏ ଯାହା କେବଳ ଈଶ୍ବର ହିଁ କରିପାରିବେ, ଆଉ ଏହା ଦର୍ଶାଏ ଯେ ଶିଷ୍ୟମାନେ ଯୀଶୁ କିଏ ତାହା ଠିକ୍ ବୁଝିଥିଲେ I