or_tn/act/02/46.md

960 B
Raw Permalink Blame History

they continued with one purpose

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେମାନେ ନିରନ୍ତର ଏକତ୍ର ହେଉଥିଲେ” କିମ୍ବା ) “ ସେମାନେ ସମସ୍ତେ ନିରନ୍ତର ଏକଭାବାପନ୍ନ ଥିଲେ I”

they broke bread in homes

ରୋଟି ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ବିକଳ୍ପ ଅନୁବାଦ: “ସେମାନେ ଘରେ ଘରେ ଏକତ୍ର ଭୋଜନ କରୁଥିଲେ” (ଦେଖ: rc://*/ta/man/translate/figs-synecdoche)

with glad and humble hearts

ଏଠାରେ “ଚିତ୍ତ” ଜଣେ ବ୍ୟକ୍ତିଙ୍କର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆନନ୍ଦରେ ଓ ସରଳ ଭାବରେ” (ଦେଖ: rc://*/ta/man/translate/figs-metonymy)