# they continued with one purpose ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେମାନେ ନିରନ୍ତର ଏକତ୍ର ହେଉଥିଲେ” କିମ୍ବା ୨) “ ସେମାନେ ସମସ୍ତେ ନିରନ୍ତର ଏକଭାବାପନ୍ନ ଥିଲେ I” # they broke bread in homes ରୋଟି ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ବିକଳ୍ପ ଅନୁବାଦ: “ସେମାନେ ଘରେ ଘରେ ଏକତ୍ର ଭୋଜନ କରୁଥିଲେ” (ଦେଖ: [[rc://*/ta/man/translate/figs-synecdoche]]) # with glad and humble hearts ଏଠାରେ “ଚିତ୍ତ” ଜଣେ ବ୍ୟକ୍ତିଙ୍କର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆନନ୍ଦରେ ଓ ସରଳ ଭାବରେ” (ଦେଖ: [[rc://*/ta/man/translate/figs-metonymy]])