or_tn/act/02/43.md

12 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Fear came upon every soul
ଏଠାରେ “ଭୟ” ଶବ୍ଦ ଗଭୀର ସମ୍ମାନ ଓ ଈଶ୍ବରଙ୍କ ପ୍ରତି ଆଶ୍ଚର୍ଯ୍ୟ ଚକିତ ହେବା ବିଷୟକୁ ବୁଝାଏ I “ଆତ୍ମା” ଶବ୍ଦଟି ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ""ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟ ଚକିତ ହେବା ଅନୁଭବ କରିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-synecdoche]])
# many wonders and signs were done through the apostles
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ପ୍ରେରିତମାନେ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” କିମ୍ବା ) “ପ୍ରେରିତମାନଙ୍କ ଦ୍ବାରା ଈଶ୍ବର ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କଲେ” (ଦେଖ: [[rc://*/ta/man/translate/figs-activepassive]])
# wonders and signs
ଆଶ୍ଚର୍ଯ୍ୟ କର୍ମ ଓ ଅଲୌକିକ ଘଟଣା I [ପ୍ରେରିତ :] (../02/22.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I